ଜିଲ୍ଲା ସ୍ତରୀୟ “ବିଶ୍ୱ ମିତଵ୍ୟୟିତା ଦିବସ” ପାଳିତ।
ବାରିପଦା:- ୩୦/୧୦/୨୦୨୫ଜିଲ୍ଲା ସଂଚୟ ଓ ଆର୍ଥିକ ବିଭାଗ ସେବା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି…
ଶିଶୁ ମାନଙ୍କ ମଧ୍ୟରେ ମାନସିକ ସୁସ୍ଥତା ନିମନ୍ତେ “ ମନଃ ଶକ୍ତି” କାର୍ଯ୍ୟକ୍ରମର ଶୁଭାରମ୍ଭଶିଶୁ ମାନଙ୍କ ମଧ୍ୟରେ ମାନସିକ ସୁସ୍ଥତା ନିମନ୍ତେ “ ମନଃ ଶକ୍ତି” କାର୍ଯ୍ୟକ୍ରମର ଶୁଭାରମ୍ଭ
ବାରିପଦା -ତା -30/10/2025-ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ମାନଙ୍କ ମଧ୍ୟରେ ମାନସିକ ସୁସ୍ଥତା ନିମନ୍ତେ “ ମନଃ ଶକ୍ତି “ କାର୍ଯ୍ୟକ୍ରମର ମୟୂରଭଞ୍ଜ ଜିଲ୍ଲା ପରିଷଦ…
ରାଜ୍ୟ ସରକାରଙ୍କ ଆହ୍ଵାନ କ୍ରମେ ଉଲ୍ଲାସ : ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମର ସଫଳ ରୂପାୟନ :ରାଜ୍ୟ ସରକାରଙ୍କ ଆହ୍ଵାନ କ୍ରମେ ଉଲ୍ଲାସ : ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମର ସଫଳ ରୂପାୟନ :
ବାରିପଦା:ତା-30/10/2025- ମୟୂରଭଞ୍ଜ ଜିଲ୍ଲାର ୨୬ଗୋଟି ବ୍ଲକ୍ରେ ପ୍ରଥମ FLNAT 2025 (Foundational Literacy and Numeracy Assessment Test) ଆୟୋଜିତ ହୋଇଥିଲା। ଏହି ପରୀକ୍ଷାରେ ବିଶେଷକରି ୧୫…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ସଭା ଅନୁଷ୍ଠିତଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ସଭା ଅନୁଷ୍ଠିତ
ବାରିପଦା :ତା.୩୦-୧୦-୨୦୨୫ବାରିପଦା ସ୍ଥିତ ଜିଲ୍ଲlପାଳ ଙ୍କ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷ ଠାରେ ଦୁର୍ନୀତି ସଚେତନତା ସପ୍ତାହ ପାଳନ ଉପଲକ୍ଷେ, ଜିଲ୍ଲା ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି…
ଧିଙ୍ଗରୀ ଛତୁ ଚାଷ କରି ସ୍ୱାବଲମ୍ବୀ ହେଲେ ଅଶୋକ |
ବାରିପଦା- ତା 29/10 ; ଛତୁ ଏକ ପୁଷ୍ଟିକର ସ୍ୱାଦିଷ୍ଟ ଖାଦ୍ୟ ହୋଇଥିବାବେଳେ ଛତୁ ଚାଷ ଲାଭକାରୀ ମଧ୍ୟ ଅଟେ I ଏଣୁ ପ୍ରଚୁର ପୋଷଣ ତତ୍ତ୍ୱରେ…
ସର୍ତକତା ସଚେତନତା ସପ୍ତାହ ପାଳନ ଅବସରରେ ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ ନୂଦଡ଼ିହା ରେ ଗ୍ରାମସଭା ଆୟୋଜିତସର୍ତକତା ସଚେତନତା ସପ୍ତାହ ପାଳନ ଅବସରରେ ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ ନୂଦଡ଼ିହା ରେ ଗ୍ରାମସଭା ଆୟୋଜିତ
ବାରିପଦା:- ୨୮/୧୦/୨୦୨୫ସର୍ତକତା ସଚେତନତା ସପ୍ତାହ ୨୦୨୫ ପାଳନ ଆନୁକୁଲ୍ୟରେ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ଏକ ସଚ଼େତନତା କାର୍ଯ୍ୟକ୍ରମ ସହ ଜନ ଅଭିଯୋଗ ଶୁଣାଣି ପାଇଁ…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ସଚେତନତା ଶୋଭାଯାତ୍ରା।ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ସଚେତନତା ଶୋଭାଯାତ୍ରା।
ବାରିପଦା ତା ୨୮-୧୦-୨୦୨୫ –ପ୍ରତ୍ୟେକ ବର୍ଷ ପରି,ଚଳିତ ଅକ୍ଟୋବର ମାସ ୨୭ ତାରିଖ ରୁ ଆଗାମୀ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା…
ଦୈନିକ ଶ୍ରମ ସମୟ ୮ଘଣ୍ଟାକୁ ବଢାଇ ୧୦ଘଣ୍ଟା ତଥା ମହିଳାମାନଙ୍କୁ ରାତ୍ର କାଳିନ ଡିଉଟି ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲା ଶ୍ରମ କାର୍ଯ୍ଯାଳୟ ଘେରାଉ।ଦୈନିକ ଶ୍ରମ ସମୟ ୮ଘଣ୍ଟାକୁ ବଢାଇ ୧୦ଘଣ୍ଟା ତଥା ମହିଳାମାନଙ୍କୁ ରାତ୍ର କାଳିନ ଡିଉଟି ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲା ଶ୍ରମ କାର୍ଯ୍ଯାଳୟ ଘେରାଉ।
ବାରିପଦା : ତା -28/10/2025-ଫ୍ଯାକ୍ଟୋରୀ ଆଇନ ୨୦୨୫ କୁ କୁଠାରାଘାତ କରି ଦୈନିକ ଶ୍ରମ ସମୟ ୮ ଘଣ୍ଟା ପରିବର୍ତ୍ତେ ୧୦ଘଣ୍ଟା ଘୋଷଣା କରି କର୍ମଚାରୀ ସଂଖ୍ୟା…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ ପାଳନ ପରିପେକ୍ଷୀରେବିଭିନ୍ନ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରଛାତ୍ରୀଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ ପାଳନ ପରିପେକ୍ଷୀରେବିଭିନ୍ନ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରଛାତ୍ରୀ
ବାରିପଦା -ତା -27-10-2025-ଚଳିତ ମାସ ଅକ୍ଟୋବର ୨୭ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଆଜି ବାରିପଦାସ୍ଥିତ…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ” ସାଧୁତାର ଶପଥ ପାଠ”.ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ” ସାଧୁତାର ଶପଥ ପାଠ”.
ବାରିପଦା : ତା-27-10-2025-ପ୍ରତିବର୍ଷ ପରି,ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ “ଦୁର୍ନୀତି ନିବାରଣ – ଆମ ସାମୂହିକ ଦାୟିତ୍ୱ ”…
