ସଦଭାବନା ସମିତିର ମାସିକ ସନ୍ଥ ଦିବସରେ ଗୋପବନ୍ଧୁ ଜୟନ୍ତୀ ପାଳନ-ଜିଲ୍ଲାର ୧୦ଟି ସାହିତ୍ୟ ସଂଗଠନକୁ ସଦ୍ଭାବନା ଶ୍ୱେତପତ୍ର ପ୍ରଦାନ
ବାରିପଦା, ୯।୧୦:ସଦ୍ଭାବନା ସମିତି ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ୫୫୬ତମ ମାସିକ ସନ୍ଥ ଦିବସରେ ଗୋପବନ୍ଧୁ ଜୟନ୍ତୀ ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ରବୁଗୁଡେଇଙ୍କ ପୌରହିତ୍ୟରେ ପାଳିତ…
