*ପ୍ରତିକ୍ରିୟା ରଖିଲା ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ! ଲୋକଙ୍କ ଯାତାୟତକୁ ସୁଗମ କରିବ ନୂତନ ଆଇଏସ୍ବିଟି ବସଷ୍ଟାଣ୍ଡ*
ବାରିପଦା: ତା -24/12/2025-ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦାସ୍ଥିତ ପାଲବଣୀଠାରେ ନିର୍ମାଣ ହେବ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ବା ଆଇଏସ୍ବିଟି । ଲୋକ ମାନଙ୍କ ଦୀର୍ଘ ଦିନର ଆଶାକୁ…
