Category: ରାଜନୀତି

*ବାରିପଦାରେ ନୂତନ ରାସନ କାର୍ଡ ପ୍ରଦାନ*

ବାରିପଦା ତା ୧୫-୧୨-୨୦୨୫ଆଜି ବାରିପଦା ପୌରପାଳିକା କାର୍ଯ୍ୟାଳୟ ପରିସରରେ ବାରିପଦା ସହରାଞ୍ଚଳ ଅନ୍ତର୍ଗତ ୨୮ଟି ୱାର୍ଡରେ ଆଦ୍ୟାବଧି ଚିହ୍ନିତ ହୋଇଥିବା ନୂତନ ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ…

*କେବଳ ଆଦିବାସୀଙ୍କ ପାଇଁ ସିଭିଲ ସର୍ଭିସ ମାଗଣା କୋଚିଂ *

ବାରିପଦା, (୧୨/୧୨/2025) ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଭିନବ ପ୍ରୟାସ ଆସ୍ପାୟର ଯୋଜନା ମାଧ୍ୟମରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବାରିପଦା ପକ୍ଷରୁ ମାଗଣା…

“ରାଧେ ରାଧେ ତର ଅଧେ କୁ ମୋର ଅଧେ”: ବାରିପଦା ମୂନିସିପାଲିଟି ଓ ମୟୁରଭଞ୍ଜ ଦେବତ୍ତର ବିଭାଗ ଭିତିରି ବୁଝାମଣା :

ବାରିପଦା -ସୁକୁମାର ରଞ୍ଜନ ପ୍ରଧାନତାରିଖ: 05/11/25 ଦେବତ୍ତର ବିଭାଗର ଜାଗାରେ ବାରିପଦା ପୌରପାଳିକା ନିଜ ଅଧୀନକୁ ନ୍ୟାୟିକ ପ୍ରକ୍ରିୟାରେ ନନେଇ ବ୍ୟାପକ ବେଆଇନ ଭାବେ ଦୋକାନ ଘର…

ଲୌହ ମାନଵ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ରନ ଫର ୟୁନିଟି ଆୟୋଜିତ।

ବାରିପଦା :ତା ୩୧-୧୦-୨୦୨୫ ରିଖଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଏକତା…

ଦୈନିକ ଶ୍ରମ ସମୟ ୮ଘଣ୍ଟାକୁ ବଢାଇ ୧୦ଘଣ୍ଟା ତଥା ମହିଳାମାନଙ୍କୁ ରାତ୍ର କାଳିନ ଡିଉଟି ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲା ଶ୍ରମ କାର୍ଯ୍ଯାଳୟ ଘେରାଉ।ଦୈନିକ ଶ୍ରମ ସମୟ ୮ଘଣ୍ଟାକୁ ବଢାଇ ୧୦ଘଣ୍ଟା ତଥା ମହିଳାମାନଙ୍କୁ ରାତ୍ର କାଳିନ ଡିଉଟି ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲା ଶ୍ରମ କାର୍ଯ୍ଯାଳୟ ଘେରାଉ।

ବାରିପଦା : ତା -28/10/2025-ଫ୍ଯାକ୍ଟୋରୀ ଆଇନ ୨୦୨୫ କୁ କୁଠାରାଘାତ କରି ଦୈନିକ ଶ୍ରମ ସମୟ ୮ ଘଣ୍ଟା ପରିବର୍ତ୍ତେ ୧୦ଘଣ୍ଟା ଘୋଷଣା କରି କର୍ମଚାରୀ ସଂଖ୍ୟା…

ମୟୂରଭଞ୍ଜ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା )କମିଟିର ନବମ ବୈଠକ ଅନୁଷ୍ଠିତ.

ବାରିପଦା ତା ୨୨-୧୦-୨୦୨୫ ରିଖ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଉନ୍ନୟନ ସମନ୍ଵୟ ଓ ତଦାରଖ (ଦିଶା)କମିଟିର ନବମ ବୈଠକ ଆଜି ଅପରାହ୍ନ ୦୩ ଘଟିକା ସମୟରେ ଜିଲ୍ଲା…

ନବମ ମୟୂରଭଞ୍ଜ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ.

ବାରିପଦାତା ୨୨-୧୦-୨୦୨୫ରିଖ.ମୟୂରଭଞ୍ଜ ଜିଲ୍ଲା ପରିଷଦ ର ୯ମ ଜିଲ୍ଲା ପରିଷଦ ବୈଠକ ଆଜି ପୂର୍ବାହ୍ନ ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ…

ରାଷ୍ଟ୍ରୀୟ ସହରାଞ୍ଚଳ ଭୂମି ସର୍ବେକ୍ଷଣ “ନକ୍ସା” ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ବାରିପଦା ତା ୧୭-୧୦-୨୦୨୫ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ର ଭୂ-ସମ୍ବଳ ବିଭାଗ ଆନୁକୂଲ୍ୟରେ ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକିକରଣ ବ୍ୟବସ୍ଥା ଅନ୍ତର୍ଗତ ପାଇଲଟ ଯୋଜନା…

ବାରିପଦାରେ ମାରିସାର ରାଜ୍ୟ ସମ୍ମିଳନୀସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ମାରିସାର ଆନ୍ଦୋଳନ ନିଷ୍ପତ୍ତି

ବାରିପଦା ତା ୧୫/୧୦ରିଭୋଲ୍ୟୁସନାରୀ ୟୁଥ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା)ର ରାଜ୍ୟ ସମ୍ମିଳନୀ ବାରିପଦା ହୋଲି ପ୍ୟାଲେସ ଠାରେ ଅଅନୁଷ୍ଠିତ ହୋଇଯାଇଛି. କାର୍ଯ୍ୟକ୍ରମରେ ମାରିସାର ରାଜ୍ୟ ସଭାପତି…