Category: ଦେଶ -ବିଦେଶ

ଆଇନଜୀବୀ ଙ୍କ ସୁରକ୍ଷା ପାଇଁ କଡ଼ା ଆଇନ ପ୍ରଣୟନ ପାଇଁ ଦାବି :ନିଖିଳ ଓଡିଶା ଆଇନଜୀବୀ ସଂଘଆଇନଜୀବୀ ଙ୍କ ସୁରକ୍ଷା ପାଇଁ କଡ଼ା ଆଇନ ପ୍ରଣୟନ ପାଇଁ ଦାବି :ନିଖିଳ ଓଡିଶା ଆଇନଜୀବୀ ସଂଘ

ବାରିପଦା ତା ୨୬/୧୦ ଓକିଲ ସମାଜ ବିଚାର ବିଭାଗର ଏକ ଅଙ୍ଗ, ସେମାନଙ୍କୁ ସୁରକ୍ଷା ଦରକାର l ଆଇନର ଶାସନ ସମ୍ବିଧାନର ସଂକଳ୍ପ,ଓକିଲ ସମାଜ ବିଚାର ବିଭାଗର…

ଆଦି କର୍ମଯୋଗୀ ଅଭିଯାନ ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ମୟୂରଭଞ୍ଜ ସମ୍ମାନିତ।

ବାରିପଦାଆଦି କର୍ମଯୋଗୀ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଉଦାହରଣୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା…

ଅଗ୍ନିପଥ ଯୋଜନାରେ ସେନା ନିଯୁକ୍ତି ପାଇଁ ଭୁବନେଶ୍ୱର ସୈନିକ ସ୍କୁଲ ଠାରେ ନିଯୁକ୍ତି ରାଲି।

ବାରିପଦା ତା ୧୩-୧୦-୨୦୨୫ କଟକ, ପୁରୀ, ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ପାଇଁ ଅଗ୍ନିପଥ ଯୋଜନା ଅଧୀନରେ ସଂକ୍ଷିପ୍ତ…

ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ “ହିନ୍ଦୀ ପକ୍ଷ” ପାଳିତ।

ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ “ହିନ୍ଦୀ ପକ୍ଷ” ପାଳିତ। ବାରିପଦା:- ୨୫/୯/୨୦୨୫ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ରାଷ୍ଟ୍ର ଭାଷା ହିନ୍ଦୀ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ…

ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ସୁସ୍ଥ ନାରୀ ଓ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅଭିଯାନ ସମ୍ପର୍କିତ ବୈଠକ ଅନୁଷ୍ଠିତ।

ବାରିପଦା ତା ୧୦-୦୯-୨୦୨୫ ରିଖଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗକୁ ନେଇ ସୁସ୍ଥ ନାରୀ…