Author: Similipal Khabar

ବିର୍ସା ମୁଣ୍ଡାଙ୍କ 150-ତମ ଜୟନ୍ତୀ ପାଳିତ

ବାରିପଦା : ତା -15/11/2025-ମହାନ ଆଦିବାସୀ ସ୍ୱଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପବିତ୍ର ଏକ ଶହ ପଚାଶ-ତମ ପବିତ୍ର ଜନ୍ମ ବାର୍ଷିକୀ ଏଠାରେ ଉତ୍ସାହ ଉଦ୍ଦୀପନା…

ରାସ୍ତା କାର୍ଯ୍ୟ ନିମନ୍ତେ ୧୮ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ଦିନ ବାଙ୍ଗରିପୋଷୀ ଘାଟୀ ବନ୍ଦ! ଦିନ ୧୨ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ଚଳାଚଳ ଓ ପାଦଚାରୀଙ୍କ ଗମନା ଗମନ ନିଷିଦ୍ଧ!

ବାରିପଦା -ତା -14/11/2025- ଜାତୀୟ ରାଜପଥ–୪୯ ଭାରତର ଏକ ପ୍ରମୁଖ ଜାତୀୟ ରାଜପଥ ଅଟେ ଏବଂ ଏହି ରାସ୍ତା ଛତିଶଗଡ଼ର ବିଲାସପୁରରୁ ପଶ୍ଚିମବଙ୍ଗର ଖଡ଼ଗପୁର ପର୍ଯ୍ୟନ୍ତ (NH-୧୩୦…

ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅବସରରେ ୱାକାଥନ ସଚେତନତା ଅନୁଷ୍ଠିତ।

ବାରିପଦା -ତା -14/11/2025-ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୋଲିସ ପ୍ରଶାସନ, ଙ୍କ ମିଳିତ ଆନୁକୂଲ୍ୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ପାଳନ ଅବସରରେ ଆଜି ମୟୂରଭଞ୍ଜ…

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ :

ବାରିପଦା ତା ୦୭-୧୧-୨୦୨୫ -ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆଜି ଦିବା ୧୧ ଘଟିକା ସମୟ ରେ ବାରିପଦାର ତକତପୁର ସ୍ଥିତ…

ଜିଲ୍ଳାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଉଦଘାଟିତ :

ବାରିପଦା -୭.୧୧.୨୦୨୫- ଜିଲ୍ଳାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ମହାସମାରୋହରେ ସ୍ଥାନୀୟ ସହୀଦ ସ୍ମୃତି ଭବନ ଠାରେ ଉଦଘାଟନ ହୋଇଯାଇଅଛି. ଉକ୍ତ ଉତ୍ସବଟିକୁ ଜିଲ୍ଲା ଶିକ୍ଷା ଅଧିକାରୀ…

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାତ୍ରା କଲେ ୧୯୬ ବରିଷ୍ଠ ନାଗରିକ

ବାରିପଦା :ତା ୦୬-୧୧-୨୦୨୫ରିଖ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଚଳିତ ବର୍ଷ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ…

ସାତକୋଶିଆ ଆର ଆଇ ଅଫିସରୁ ଇନଭେଟର ଚୋରି

କରଞ୍ଜିଆ-ହରେକୃଷ୍ଣ ତ୍ରିପାଠୀ,୬/୧୧: ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସାତକୋଶିଆ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ କରିଛନ୍ତି ରାଜସ୍ବ ନୀରିକ୍ଷକ। ସୂଚନା ଅନୁସାରେ ବୁଧବାର ରାତିରେ କୌଣସି ଦୁର୍ବୃତ୍ତ…

ସାଇବର ସୁରକ୍ଷା ସଚେତନତା ରଥ ପରିକ୍ରମା ଓ ସାଧାରଣ ସଭା

କରଞ୍ଜିଆ -ହରେକୃଷ୍ଣ ତ୍ରିପାଠୀ-୬/୧୧- ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ରଥ ପରିକ୍ରମା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀଣୀ…

“ରାଧେ ରାଧେ ତର ଅଧେ କୁ ମୋର ଅଧେ”: ବାରିପଦା ମୂନିସିପାଲିଟି ଓ ମୟୁରଭଞ୍ଜ ଦେବତ୍ତର ବିଭାଗ ଭିତିରି ବୁଝାମଣା :

ବାରିପଦା -ସୁକୁମାର ରଞ୍ଜନ ପ୍ରଧାନତାରିଖ: 05/11/25 ଦେବତ୍ତର ବିଭାଗର ଜାଗାରେ ବାରିପଦା ପୌରପାଳିକା ନିଜ ଅଧୀନକୁ ନ୍ୟାୟିକ ପ୍ରକ୍ରିୟାରେ ନନେଇ ବ୍ୟାପକ ବେଆଇନ ଭାବେ ଦୋକାନ ଘର…

ଜିଲ୍ଳାରେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିରର କାର୍ଯ୍ୟସୂଚୀ l

ବାରିପଦା:4/11/2025-ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାରେ ଚଳିତ ବର୍ଷ ନଭେମ୍ବର ମାସ ୧୨ତାରିଖରୁ ଆଗାମୀ ଡିସେମ୍ବର ମାସ ୩୦ ତାରିଖ…