ଆନ୍ତର୍ଜାତିକ ଶ୍ରମିକ ଦିବସ ! ବିଦ୍ୟୁତ କର୍ମଚାରୀଙ୍କ ସମାବେଶ ଅବସର ରେ,ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ ନେଇ ଦାବି
ବାରିପଦା-ତା-01-05-2023- ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନ ପକ୍ଷରୁ ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ସମାବେଶ ଆଡ଼ମ୍ବର ମଧ୍ୟରେ ପାଳନ କରାଯାଇଛି।…
