ବହୁ ଚର୍ଚିତ ମଦ ମାମଲାରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମଣିଷ ସିସୋଦିଆ ଙ୍କୁ ଆଜି ଦୀର୍ଘ ଆଠ ଘଣ୍ଟା ଜେରା ପରେ ସି.ବି.ଆଇ ଗିରଫ କରିଛି ! ସୂଚନା ଥାଉକି ପୂର୍ବରୁ ମଧ୍ୟ ମଣିଷ ସିସୋଦିଆଙ୍କ ସି.ବି.ଆଇ ଜେରା କରିଥିଲେ ମଧ୍ୟ ,ସେ ସି.ବି.ଆଇ କୁ ସହଯୋଗ କରୁଁ ଥିବାର ଅଭିଯୋଗ ହୋଇଥିଲା ! ପୂର୍ବରୁ ମଧ୍ୟ ଆମ ଆଦମୀ ପାର୍ଟି ର ଆଉ ଜଣେ ବିଧାୟକ ସତେନ୍ଦ୍ର ଜୈନ ଗିରଫ ହୋଇ ତିହାର ଜେଲ ରେ ଅଛନ୍ତି !