ଭଂଜସେନାର 25 ତମ ପ୍ରତିଷ୍ଠା ଦିବସ ଅବଶରରେ ସଙ୍ଗଠନର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ,ଜିଲ୍ଲାର ବିକାଶ ପାଇଁ ସାଲିସ ନୁହଁ ସଂଗ୍ରାମ ଜାରି ରହିବ ବୋଲି କହିଥିଲେ !ମୟୁରଭଞ୍ଜ ମିଶ୍ରଣ ଚୁକ୍ତି ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜିଲ୍ଲାକୁ ଅବହେଳା ଜାରି ରଖିଛନ୍ତି !ଅଖଣ୍ଡ ମୟୁରଭଞ୍ଜ ଓ ଶିମିଳିପାଳ ର ଶୁରକ୍ଷା ପାଇଁ ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ପଦଯାତ୍ରା କରାଯିବ ବୋଲି କହିଥିଲେ !

Leave a Reply

Your email address will not be published. Required fields are marked *