ବାରିପଦା -ତା ୧୫/୧୧/୨୦୨୫ ରିଖ ଦିନ ପବିତ୍ର ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲାର ଏକ ମାତ୍ର ଅଗ୍ରଣୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା ତରଫରୁ ସହିଦ୍ ବିର୍ସା ମୁଣ୍ଡାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ସହ ପୋଡାଅସ୍ତିଆ ସ୍ଥିତ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଆଦର୍ଶ ଓ ବିରତ୍ବ ରେ ଅନୁପ୍ରାଣିତ ହୋଇ ଜିଲ୍ଲା ଓ ପାଇଁମାଟି ଭଞ୍ଜସେନା ଅଧିକ ରୁ ଅଧିକ ଲଢେଇ ଜାରି ରଖିବ ବୋଲି ଦ୍ରୁଢ ସଂକଳ୍ପ କରିଛି I
. ଆଜିର ଏହି କାର୍ଯ୍ୟକ୍ରମ ଯୁବନେତା ରୁଦ୍ର ପଟ୍ଟନାୟକଙ୍କ ନେତ୍ରୁତ୍ବରେ ହିତେଶ୍ ଛତିୟା, ସନୁ ସିଂ,ହ୍ରିତିକ୍ ନାଥ, କମଲ୍ ଜେନା,ଦିବ୍ୟଜ୍ୟୋତି ଦାସ ପ୍ରମୁଖ ଉପସ୍ଥିତ ଥିଲେ I
