ନୂଆ ଦୀଲ୍ଲୀ -ତା ୩୧/୧୦/୨୦୨୫ ରିଖ  All India Ho Language Action Committee ତରଫରୁ  ହୋ ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ କରିବା ନେଇ ଦିଲ୍ଲୀ ଜନ୍ତର ମନ୍ତର ଠାରେ ଆନ୍ଦଳନ କରାଯାଇଥିଲା। ଏଥିରେ Odisha , Jharkhand ,Westbengal, Assam  ଏବଂ ଅନ୍ୟ ରାଜ୍ୟର ଲୋକମାନେ ବହୁ ସଂଖ୍ୟାରେ ଏହି ଆନ୍ଦଳନରେ ଯୋଗ ଦେଇଥିଲେ ।ନୂଆ ଦୀଲ୍ଲୀ -ତା ୩୧/୧୦/୨୦୨୫ ରିଖ  All India Ho Language Action Committee ତରଫରୁ  ହୋ ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ କରିବା ନେଇ ଦିଲ୍ଲୀ ଜନ୍ତର ମନ୍ତର ଠାରେ ଆନ୍ଦଳନ କରାଯାଇଥିଲା। ଏଥିରେ Odisha , Jharkhand ,Westbengal, Assam  ଏବଂ ଅନ୍ୟ ରାଜ୍ୟର ଲୋକମାନେ ବହୁ ସଂଖ୍ୟାରେ ଏହି ଆନ୍ଦଳନରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *