ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କ ସୁଖରେ ଦୁଃଖରେ, ସବୁ ସମୟରେ ଆମେ ଛିଡ଼ା ହେବୁ, ସହାୟତାର ହାତ ବଢାଇବୁ – ମୁଖ୍ୟମନ୍ତ୍ରୀ
ବାରିପଦା: ୦୯.୧୦.୨୦୨୪// ରାଜ୍ୟର ମହିଳା ମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ବୃତ୍ତିଗତ ପରିପ୍ରେକ୍ଷୀରେ ସଶକ୍ତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ଓଡିଶାର ମାନ୍ୟବର…