Month: October 2024

ଆଜିଠୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ: ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଲେ ଜିଲ୍ଲାପାଳ

ବାରିପଦା: ୨୮.୧୦.୨୦୨୪// ଜିଲ୍ଲା ପ୍ରଶାସନର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସ୍ଥାନୀୟ ଓଶ୍ଵାନ ସମ୍ମିଳନୀ କକ୍ଷଠାରେ ସୋମବାର ଦିନ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ…

ବରିଷ୍ଠ ପ୍ରଶାସନିକ ଅଧିକାରୀ ବିନୀତ ଭରଦ୍ୱାଜଙ୍କ ଦ୍ୱାରା ମୟୂରଭଞ୍ଜରେ ବାତ୍ୟା ପୂର୍ବ-ପ୍ରସ୍ତୁତି ନିରୀକ୍ଷଣ

ବାରିପଦା: ୨୩ .୧୦.୨୦୨୪// ମୟୂରଭଞ୍ଜକୁ ବାତ୍ୟା ଦାନାର ପ୍ରଭାବ ପାଣିପାଗ ବିଭାଗ ଦ୍ୱାରା ଆକଳନ କରାଯାଇଥିବା ବେଳେ, ରାଜ୍ୟ ସରକାର ଏଥିପ୍ରତି ବିଶେଷ ଭାବେ ଧ୍ୟାନ ଦେଇ…

ମୟୂରଭଞ୍ଜରେ ଦାନା ପ୍ରଭାବକୁ ନେଇ, ଜିଲ୍ଲା ପ୍ରଶାସନ ସହିତ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର

ବାରିପଦା: ୨୨.୧୦.୨୦୨୪// ବାତ୍ୟା “ଦାନା” କ୍ରମଶଃ ଓଡ଼ିଶା ଆଡକୁ ଅଗ୍ରସର ହେଉଥିବା ବେଳେ କିଛି ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତ ନେବାର ସମ୍ଭାବନା ରହିଛି। ଏଣୁ…

ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଆଭାସୀ ମାଧ୍ୟମରେ ସମୀକ୍ଷା ବୈଠକ

ବାରିପଦା: ୨୧.୧୦.୨୦୨୪// ଜିଲ୍ଲାରେ ସମ୍ଭାବିତ ବାତ୍ୟା ଏବଂ ବୃଷ୍ଟିପାତକୁ ଦୃଷ୍ଟିରେ ରଖି, ଏହାର ମୁକାବିଲା ପାଇଁ ଓ ପୂର୍ବ ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ…

ନଭେମ୍ବର ୧୯ ଓ ୨୦ ରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ବାରିପଦା: ୨୦.୧୦.୨୦୨୪// ରାଜ୍ୟ ସରକାରଙ୍କର ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ଠାରେ ଆରମ୍ଭ ହେବାକୁ ଯାଉଛି ଜିଲ୍ଲା ସ୍ତରୀୟ…

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅପ୍ରାଧୀକୃତ ଅନୁପସ୍ଥିତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ବାରିପଦା: 19.୧୦.୨୦୨୪// ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକମାନ ବୃଦ୍ଧି ଏବଂ ଏହାର ପରିସଂସ୍ଥାନକୁ ଅଧିକ ରୁ ଅଧିକ ଉପାଦେୟ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ…

ମୟୂରଭଞ୍ଜରେ ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ୨୦୨୪ ଶୁଭ ଉନ୍ମୋଚନ

ବାରିପଦା : ତା 19.୧୦.୨୦୨୪- ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ନେଇ ସପ୍ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।…

ମୟୂରଭଞ୍ଜ ଜିଲ୍ଲା ସପ୍ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ବାରିପଦା: 19.୧୦.୨୦୨୪// ମୟୂରଭଞ୍ଜ ଜିଲ୍ଲା ପରିଷଦ ଆନୁକୂଲ୍ୟରେ ୭ମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯିବା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା…

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ.

ରାଇରଙ୍ଗପୁର :ତା 15-୧୦-୨୦୨୪ ରିଖ. ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଏକ ଯୁଗ୍ମ ଜନ ଶୁଣାଣି…