ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦ୍ୱାରା ୩୬ ତମ ସାନ୍ତାଳୀ ଭାଷା ସମ୍ମିଳନୀ ଏବଂ ସାହିତ୍ୟିକ ଉତ୍ସବ ଉଦଘାଟିତ
ବାରିପଦା- ତା ୨୦.୧୦.୨୦୨୩- ରିଖ ସୋମବାର ଦିନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଶ୍ରୀମତି…