ନୂଆ ଦୀଲ୍ଲୀ -ତା ୩୧/୧୦/୨୦୨୫ ରିଖ All India Ho Language Action Committee ତରଫରୁ ହୋ ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ କରିବା ନେଇ ଦିଲ୍ଲୀ ଜନ୍ତର ମନ୍ତର ଠାରେ ଆନ୍ଦଳନ କରାଯାଇଥିଲା। ଏଥିରେ Odisha , Jharkhand ,Westbengal, Assam ଏବଂ ଅନ୍ୟ ରାଜ୍ୟର ଲୋକମାନେ ବହୁ ସଂଖ୍ୟାରେ ଏହି ଆନ୍ଦଳନରେ ଯୋଗ ଦେଇଥିଲେ ।ନୂଆ ଦୀଲ୍ଲୀ -ତା ୩୧/୧୦/୨୦୨୫ ରିଖ All India Ho Language Action Committee ତରଫରୁ ହୋ ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ କରିବା ନେଇ ଦିଲ୍ଲୀ ଜନ୍ତର ମନ୍ତର ଠାରେ ଆନ୍ଦଳନ କରାଯାଇଥିଲା। ଏଥିରେ Odisha , Jharkhand ,Westbengal, Assam ଏବଂ ଅନ୍ୟ ରାଜ୍ୟର ଲୋକମାନେ ବହୁ ସଂଖ୍ୟାରେ ଏହି ଆନ୍ଦଳନରେ ଯୋଗ ଦେଇଥିଲେ ।
