ବାରିପଦା-02/05/2023-ବାରିପଦା ଷ୍ଟେସନ ବଜାର ସ୍ଥିତ ଜିଲ୍ଲା କାର୍ଯ୍ୟଳୟରେ ଜିଲ୍ଲା ସମ୍ପାଦକ ରବି ଗୋସ୍ୱାମୀ ଙ୍କ ସଭାପତିତ୍ୱରେ ସି. ପି. ଆଇ. ଏମ ସଦସ୍ୟଙ୍କ ଉପସ୍ଥିତିରେ, ମହିଳା ସଭାନେତ୍ରୀ କଞ୍ଜୁଲତା ମହାନ୍ତ ଙ୍କ ଦ୍ୱାରା ଲାଲ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା କମିଟି ସଦସ୍ୟ ଅମଲ ଦେ, କ୍ଷିତୀଶ ସାମଲ, ସେକ ରିଜୁଆନ, ସଭାକୁ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *