ବାରିପଦା – ତା :- 22/04/2023 ରିଖ ସ୍ଥାନୀୟ ବଡ଼ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନାରାୟଣ ସେବା ଟ୍ରଷ୍ଟର ସଦସ୍ୟ ମାନେ ଉପସ୍ଥିତ ହୋଇ ଜାମ୍ମୁ କାଶ୍ମୀରର ପୁଞ୍ଚ୍ଛଠାରେ ଶହୀଦ ହୋଇଥିବା ଭାରତମାତାର ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ନୀରବ ପ୍ରାର୍ଥନା କରିଥିଲେ I ଏହି ପ୍ରାର୍ଥନା ସଭାରେ ନିରୋଜ ପୋଥାଳ, ସୋମନାଥ ସିଂହ, ପ୍ରତପେଶ୍ୱର ଦାଶ, ରାଜେଶ କୁମାର ନନ୍ଦି, ଧୃବେନ୍ଦ୍ର ଦାସ, ବୀର କିଶୋର କୁଅଁରବାବୁ, ବିଜୟଲକ୍ଷ୍ମୀ ନାୟକ, ମାନୀ ଗିରି, ତପସ୍ୱିନୀ ପଣ୍ଡା, ରାଜଲକ୍ଷ୍ମୀ ମିଶ୍ର, ଭାସ୍ବତୀ ପଣ୍ଡା, ଇନ୍ଦୁମତୀ ମହାନ୍ତି, ସସ୍ମିତା ମହାନ୍ତି, ଯଶୋଦା ଦାସ, ପିଙ୍କି ନାଏକ, ଆୟୁଷ ଶତପଥୀ, ଆଶୁତୋଷ ତ୍ରିପାଠୀ, ବିଜୟ କୁମାର ଦାସ ଓ ନନ୍ଦଲାଲ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I
