ବାରିପଦା -ତା -13/03/2023-ରାଇରଙ୍ଗପୁର ରୁ ଭୁବନେଶ୍ୱର କୁ ଯାଉଥିବା ଇନ୍ଦ୍ରାଣୀ ନାମକ ଯାତ୍ରୀବାହି ବସ ଟି, 18ନମ୍ବର ଜାତୀୟ ରାଜପଥର କୃଷ୍ଣ ଚନ୍ଦ୍ର ପୁର ନିକଟରେ ଟାୟାର ଫାଟିଯିବାରୁ, ବସଟି ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା l ଫଳରେ ବସରେ ଥିବା 25 ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିଲେ l ଆହତ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବାରିପଦା ସ୍ଥିତ ପି. ଆର. ଏମ ହସ୍ପିଟାଲ କୁ ନିଆଯାଇଥିଲା l ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତ୍ତର ହେବାରୁ, ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l

Leave a Reply

Your email address will not be published. Required fields are marked *